[In Pics]Festive Vibes in Capital: High Demand for Ganesha Idols Ahead of Ganesh Puja/ପୂଜା ପାଇଁ ଉତ୍ସବମୁଖର ରାଜଧାନୀ: ବଜାରରେ ବୃଦ୍ଧି ପାଉଛି ଗଣେଶ ମୂର୍ତ୍ତିର ଚାହିଦା..

ଗଣେଶ ପୂଜା ପାଇଁ ରାଜଧାନୀରେ ଚଳଚଞ୍ଚଳ ବଜାର: ମୂର୍ତ୍ତି ତିଆରି ଓ ବେପାର ଜୋରସୋର ଭୁବନେଶ୍ୱର: ପବିତ୍ର ଗଣେଶ ପୂଜା ପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇଉଠିଛି। ଚାରିଆଡ଼େ ଉତ୍ସବର ମାହୋଲ ଥିବା ବେଳେ ବଜାରରେ ଗଣେଶ ମୂର୍ତ୍ତି ବିକ୍ରି ଓ କାରବାର ଜୋରସୋରରେ ଆରମ୍ଭ ହୋଇଗଲାଣି। ୟୁନିଟ-୧, ରସୁଲଗଡ଼, ଓଲଡ଼ ଟାଉନ ଏବଂ ସାହିଦ ନଗର ପରି ବିଭିନ୍ନ ପ୍ରମୁଖ ସ୍ଥାନରେ କାରିଗରମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ପୂଜା ମଣ୍ଡପଗୁଡ଼ିକ ସହିତ…