CM Mohan Majhi Attends Friendship Cup 2026 at Kalinga Stadium, Bhubaneswar/କଳିଙ୍ଗ ଷ୍ଟାଡିୟମରେ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍: ଯୋଗଦେଲେ ମୁଖ୍ୟମନ୍ତ୍ରୀ, ବଢ଼ାଇଲେ ଖେଳାଳିଙ୍କ ଉତ୍ସାହ
କଳିଙ୍ଗ ଷ୍ଟାଡିୟମରେ ‘ଫ୍ରେଣ୍ଡସିପ୍ କପ୍-୨୦୨୬’: ଖେଳାଳିଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଯାଇଛି ବହୁ ପ୍ରତୀକ୍ଷିତ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬। ଏହି ସ୍ୱତନ୍ତ୍ର କ୍ରୀଡ଼ା ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ର ଶୁଭାରମ୍ଭ କରିବା ସହ ଖେଳାଳିମାନଙ୍କର ଉତ୍ସାହ ବଢ଼ାଇଛନ୍ତି। ଖେଳପଡ଼ିଆରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରୀଡ଼ା କେବଳ ପ୍ରତିଯୋଗିତା…



