Indian Embassy in France Issues Travel & Safety Advisory Amid Nationwide Protests and Curfews/ଫ୍ରାନ୍ସରେ କର୍ଫ୍ୟୁ ଓ ହିଂସା: ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ

ଫ୍ରାନ୍ସରେ ବଢୁଥିବା ଅଶାନ୍ତି: ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ଆର୍ଟିକିଲ୍ / ସୁରକ୍ଷା ପରାମର୍ଶ ଜାରି ନୂଆଦିଲ୍ଲୀ/ପ୍ୟାରିସ: ଫ୍ରାନ୍ସରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅଶାନ୍ତି, ହିଂସାତ୍ମକ ପ୍ରଦର୍ଶନ ଏବଂ ସ୍ଥାନୀୟ କର୍ଫ୍ୟୁକୁ ନେଇ ସେଠାରେ ଥିବା ଭାରତୀୟଙ୍କ ପାଇଁ ଚିନ୍ତା ବଢ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରାନ୍ସସ୍ଥିତ ଭାରତୀୟ ଦୂତାବାସ (Indian Embassy) ସ୍ପଷ୍ଟ ଭାବେ ସତର୍କ ରହିବାକୁ ପରାମର୍ଶ ଦେଇଛି। କ’ଣ ରହିଛି ଆଡଭାଇଜରୀରେ? ପ୍ରଦର୍ଶନ ସ୍ଥାନଠାରୁ ଦୂରେଇ ରୁହନ୍ତୁ: ଯେଉଁସବୁ ସ୍ଥାନରେ ଗହଳି,…