Former Patna MLA Kanhu Charan Naik Passes Away at 79/ପାଟଣାର ପୂର୍ବତନ ବିଧାୟକ କାନୁ ଚରଣ ନାଏକଙ୍କ ପରଲୋକ
ପାଟଣାର ପୂର୍ବତନ ବିଧାୟକ କାନୁ ଚରଣ ନାଏକ ଆଉ ନାହାଁନ୍ତି କେନ୍ଦୁଝର: ଓଡ଼ିଶାର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କାନୁ ଚରଣ ନାଏକ ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଗତ ଗୁରୁବାର ରାତି ପ୍ରାୟ ୮ଟା ସମୟରେ କେନ୍ଦୁଝର ଜିଲ୍ଲାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସତ୍ୟାଗ କରିଛନ୍ତି। କିଛିଦିନ ହେବ ସେ ଅସୁସ୍ଥ ଥିବା ଜଣାପଡ଼ିଛି। ତାଙ୍କର ଏଭଳି ବିୟୋଗରେ ସ୍ଥାନୀୟ…



