Sugar Prices to Cool Down Within 7 Days: ISMA/ ଚିନି ଦରବୃଦ୍ଧି ପଛରେ ନାହିଁ ଇଥାନଲ୍! ଆସନ୍ତା ସପ୍ତାହରୁ ମିଳିବ ଆଶ୍ୱାସନା…

ଦେଶରେ ନାହିଁ ଚିନିର ଅଭାବ, ଆଗାମୀ ଦିନରେ କମିବ ଦର: ଇସମା ନୂଆଦିଲ୍ଲୀ: ଆଗାମୀ ୭ ଦିନ ମଧ୍ୟରେ ଦେଶରେ ଚିନି ଦର କମିବ ଏବଂ ବଜାର ସ୍ବାଭାବିକ ହେବ ବୋଲି ଇଣ୍ଡିଆନ ସୁଗାର ମିଲ୍ସ ଆସୋସିଏସନ୍ (ISMA) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ଚିନି ଦରବୃଦ୍ଧି ପଛରେ ଇଥାନଲ୍ ପ୍ରକଳ୍ପ (Ethanol Blending) ର କୌଣସି ହାତ ନାହିଁ ବୋଲି ଆସୋସିଏସନ୍ କହିଛି। ଆସୋସିଏସନର ସଭାପତି ନୀରଜ ଶିରଗାଓଁକର କହିଛନ୍ତି ଯେ, “ଦେଶରେ ଚିନିର ଯୋଗାଣ…