Defects & Low Range: Consumer Wins Rs 1.68 Lakh Compensation in E-Scooter Case/୮୫ କିମି କହି ଦେଲେ ୧୬ କିମି: ଇ-ସ୍କୁଟର କମ୍ପାନୀକୁ ୧.୬୮ ଲକ୍ଷ ଟଙ୍କାର ଫାଇନ୍, ଗ୍ରାହକ ଜିତିଲେ ମାମଲା
୮୫ କିମି କହି ଦେଲେ ୧୬ କିମି: ଇ-ସ୍କୁଟର କମ୍ପାନୀକୁ ୧.୬୮ ଲକ୍ଷ ଟଙ୍କାର ଫାଇନ୍, ଗ୍ରାହକ ଜିତିଲେ କୋର୍ଟ ଲଢ଼େଇ ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପୂର୍ବରୁ କମ୍ପାନୀଗୁଡ଼ିକର ବଡ଼ ବଡ଼ ଦାବି ପ୍ରତି ସାବଧାନ! କେରଳର ପାଲକ୍କାଡ୍ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗୋଟିଏ ଇ-ସ୍କୁଟର କମ୍ପାନୀ ଗ୍ରାହକଙ୍କୁ ଠକି ଶେଷରେ ମହଙ୍ଗା ପଡ଼ିଛି। ଥରେ ଫୁଲ୍ ଚାର୍ଜ କଲେ ୮୫ କିଲୋମିଟର ଚାଲିବ ବୋଲି କହି ବିକ୍ରି କରାଯାଇଥିବା ସ୍କୁଟରଟି…



