‘Don’t Turn Trees Into Light Poles’: Mysuru Bans Using Trees for Festive Lighting/ଗଛରେ ଲାଇଟ୍ ବାନ୍ଧିବା ମନା: ପରିବେଶ ବଞ୍ଚାଇବାକୁ ମହୀଶୂରର ବଡ଼ ପଦକ୍ଷେପ
ଗଛକୁ ଆଉ ‘ଲାଇଟ୍ ଖୁଣ୍ଟ’ କରନ୍ତୁନି: ମିଶାଲ ସାଜିଲା ମହୀଶୂର, ବଦଳୁଛି ସଜାବଟ ଶୈଳୀ ପର୍ବପର୍ବାଣି କହିଲେ ଆଲୋକର ମହୋତ୍ସବ। ହେଲେ ସେହି ସାଜସଜ୍ଜା ଆମ ଗଛଲତାଙ୍କ ପାଇଁ ଯେ ବିପଦ ସାଜୁଛି, ସେକଥା ବୋଧହୁଏ ଆମେ ଭୁଲିଯାଉଛନ୍ତି। ଦଶହରା ସମୟରେ ଲାଇଟ୍ ଲଗାଇବା ପାଇଁ ରାସ୍ତାକଡ଼ ଗଛଗୁଡ଼ିକରେ କଣ୍ଟା ପିଟାଯିବା ଏବଂ ବିଜୁଳି ତାର ଗୋଡ଼ାଯିବା ଘଟଣାକୁ ନେଇ କର୍ଣ୍ଣାଟକର ମହୀଶୂର (Mysuru) ସହରରେ ଜୋରଦାର ସ୍ୱର ଉଠିଥିଲା। ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କ ନିରନ୍ତର…



