NIC Odisha Organizes Tech Bootcamp to Empower E-Governance with GIS & Geo-AI/ତଥ୍ୟଭିତ୍ତିକ ଶାସନ ବ୍ୟବସ୍ଥା ପାଇଁ ଏନ୍ଆଇସି ଓଡ଼ିଶାର ସ୍ୱତନ୍ତ୍ର ଟେକ୍-ବୁଟକ୍ୟାମ୍ପ
ସରକାରୀ କାମରେ ଜିଆଇଏସ୍ ଓ ଜିଓ-ଏଆଇ: ଏନ୍ଆଇସି ଓଡ଼ିଶାରେ ଟେକ୍-ବୁଟକ୍ୟାମ୍ପ ଭୁବନେଶ୍ୱର[News Inshot]: ସରକାରୀ ଯୋଜନା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ତଥ୍ୟଭିତ୍ତିକ ଏବଂ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ଓଡ଼ିଶା ପକ୍ଷରୁ ଏକ ସ୍ୱତନ୍ତ୍ର ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। “ଭୌଗୋଳିକ ସୂଚନା ପ୍ରଣାଳୀ (GIS), ରିମୋଟ୍ ସେନ୍ସିଂ ଏବଂ ଜିଓ-ଏଆଇ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ୧୦୦ ଜଣ ବରିଷ୍ଠ ଅଧିକାରୀ ଯୋଗ…



