[In Pics] Dreams to Fly, But No Wings: While Nations Celebrate Festivals, Millions of Street Children Struggle for Identity/ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ବନ୍ଧା ଶ୍ରମର ଶିକୁଳିରେ: ରାସ୍ତା କଡ଼ର ସେହି ଆଖି, ଯାହା ଖୋଜୁଛି ନିଜର ପରିଚୟ…
ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ନାହିଁ: ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି ପିଲାମାନଙ୍କୁ, ଯାହାଙ୍କ ପାଇଁ ଖୁସି କେବଳ ଏକ ଅଜଣା ଶବ୍ଦ! ଭୁବନେଶ୍ୱର/ ଚତୁର୍ଦ୍ଦିଗରେ ଆଲୋକର ମାଳା, ନୂଆ ପୋଷାକର ବାସ୍ନା, ଘରେ ଘରେ ଉତ୍ସବର ମାହୋଲ ଏବଂ ମାଆ ଦୁର୍ଗାଙ୍କ ଆଗମନରେ ସାରା ଦେଶ ଆନନ୍ଦରେ ବିଭୋର। ସମସ୍ତେ ଯେତେବେଳେ ନିଜ ପରିବାର ସହିତ ପର୍ବପର୍ବାଣୀକୁ ଉପଭୋଗ କରୁଥାଆନ୍ତି, ଠିକ୍ ସେହି ସମୟରେ ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି…



