Wet Durga Puja for Odisha? Low-Pressure Area Likely Over Bay of Bengal/ପୂଜାରେ ଭିଜିବ କି ଓଡ଼ିଶା? ବଙ୍ଗୋପସାଗରରେ ସୃଷ୍ଟି ହେଉଛି ନୂଆ ଲଘୁଚାପ

ଦୁର୍ଗାପୂଜାରେ ଭିଜିବ କି ଓଡ଼ିଶା? ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ନୂଆ ଲଘୁଚାପ ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗାପୂଜା ଆନନ୍ଦରେ ପାଣି ପୋଛିଦେଇପାରେ ବର୍ଷା। ପାର୍ବଣ any ଋତୁରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ପୂଜା ସମୟରେ ଓଡ଼ିଶା ଉପରେ ପଡ଼ିପାରେ। କେବେ ସୃଷ୍ଟି ହେବ ଲଘୁଚାପ? ପାଣିପାଗ ବିଭାଗର ସୂଚନା…