Israel & Odisha Join Hands to Boost Startup Ecosystem at O-Hub/ଇସ୍ରାଏଲ୍-ଓଡ଼ିଶା ମିଳିତ ଉଦ୍ୟମ: ଷ୍ଟାର୍ଟଅପ୍ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ
ଇସ୍ରାଏଲ୍-ଓଡ଼ିଶା ସହଯୋଗ: ଓ-ହବ୍ରେ ଅନୁଷ୍ଠିତ ହେଲା ବିଜନେସ୍ ଓ ଇନୋଭେସନ୍ ରାଉଣ୍ଡଟେବୁଲ୍ଭୁବନେଶ୍ୱର:ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ବିଶ୍ୱ ବଜାର ସହ ଯୋଡ଼ିବା ଏବଂ ଇସ୍ରାଏଲ୍ ଭଳି ପ୍ରଯୁକ୍ତିବିଦ୍ୟାରେ ଅଗ୍ରଣୀ ଦେଶ ସହ ବ୍ୟବସାୟିକ ସମ୍ପର୍କ ମଜବୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଓ-ହବ୍ଠାରେ ‘ଇସ୍ରାଏଲ୍-ଓଡ଼ିଶା ବିଜନେସ୍ ଏବଂ ଇନୋଭେସନ୍ ରାଉଣ୍ଡଟେବୁଲ୍’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଷ୍ଟାର୍ଟଅପ୍ ଓଡ଼ିଶା ଓ ରାଜ୍ୟ MSME ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରାଏଲ୍ ପ୍ରତିନିଧିମଣ୍ଡଳୀ…



