Drishyam 3 Box Office Day 2: Ajay Devgn Starrer Holds Strong, Crosses ₹87 Crore/ଦୃଶ୍ୟମ୍ ୩ ବକ୍ସ ଅଫିସ୍: ଦ୍ୱିତୀୟ ଦିନରେ ବି ଅଜୟ ଦେବଗନ୍‌ଙ୍କ ଧମାକା, ୧୦୦ କୋଟି ମୁହାଁ ଫିଲ୍ମ

ଦୃଶ୍ୟମ୍ ୩ ର ବକ୍ସ ଅଫିସ୍ ଧମାକା: ଦ୍ୱିତୀୟ ଦିନରେ ବି ଜାରି ରହିଲା ଅଜୟ ଦେବଗନ୍‌ଙ୍କ ଜଲୱା ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ପ୍ରେକ୍ଷାଳୟକୁ ଆସିଥିବା ଅଜୟ ଦେବଗନ୍‌ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍ ୩: ଦି କନକ୍ଲୁଜନ୍’ (Drishyam 3: The Conclusion) ବକ୍ସ ଅଫିସରେ ଜବରଦସ୍ତ କାରବାର ଜାରି ରଖିଛି । ରିଲିଜ୍‌ର ପ୍ରଥମ ଦିନରୁ ହିଁ ଫିଲ୍ମଟି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ଦ୍ୱିତୀୟ ଦିନର କଲେକ୍ସନ୍ ଏବଂ ମୋଟ ରୋଜଗାର:…