Power Struggles & Controversies: Is Hockey India Heading Towards Governance Collapse? / ହକି ଇଣ୍ଡିଆରେ ବିବାଦ: ମଇଦାନରେ ଖେଳାଳୀଙ୍କ କମାଲ, ସଂଘ ଭିତରେ ଚେୟାର ପାଇଁ ଟାଣଓଟରା..
ଖେଳାଳୀଙ୍କ ସୁନାମ, ଆଉ ପରଦା ପଛରେ ହକି ଇଣ୍ଡିଆରେ ଚାଲିଛି କଳି! ଭାରତୀୟ ହକି ଦଳ ଏସୀୟ କ୍ରୀଡ଼ା ଏବଂ ଅନ୍ତର୍ଜାତୀୟ ମଞ୍ଚରେ କ୍ରମାଗତ ଭାବେ ସୁନା ପଦକ ଜିତି ଦେଶର ଗୌରବ ବଢ଼ାଉଛି। କିନ୍ତୁ ପଡ଼ିଆ ଭିତରେ ଖେଳାଳୀଙ୍କ ଏହି ଚମତ୍କାର ପ୍ରଦର୍ଶନ ପରଦା ପଛର ଅସଲ କାହାଣୀକୁ ଲୁଚାଇ ପାରୁନାହିଁ। ବର୍ତ୍ତମାନ ହକି ଇଣ୍ଡିଆର କର୍ତ୍ତୃପକ୍ଷଙ୍କ ଭିତରେ ଚାଲିଥିବା କ୍ଷମତା ଲଢ଼େଇ ଏବଂ ପ୍ରଶାସନିକ ବିବାଦ ସାମ୍ନାକୁ ଆସିଛି। ଗୋଟିଏ ପଟେ ଖେଳାଳୀମାନେ ନିଜର…



