CM Mohan Majhi Addresses OIS Officers on Emerging Trends in Social Media/ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ନିକଟତର ହୁଅନ୍ତୁ: ଓଆଇଏସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ..

ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ନିକଟତର ହୁଅନ୍ତୁ, ଓଆଇଏସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ ଭୁବନେଶ୍ୱର:ସରକାରୀ ଯୋଜନା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ରାଜ୍ୟ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସୂଚନା ସେବା (OIS) ଅଫିସରମାନଙ୍କ ପାଇଁ ଆୟୋଜିତ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କଥା କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ “ସୋସିଆଲ ମିଡିଆର ନୂଆ…

AI to Transform Digital Governance: NIC Odisha Hosts Tech-Bootcamp in Bhubaneswar/ଏଆଇ ମାଧ୍ୟମରେ ବଦଳିବ ସରକାରୀ ସେବା: ଏନ୍‌ଆଇସି ଓଡ଼ିଶା ଦ୍ୱାରା ‘ଟେକ୍-ବୁଟ୍‌‌କ୍ୟାମ୍ପ’ ଆୟୋଜିତ

ଏଆଇ ମାଧ୍ୟମରେ ବଦଳିବ ସରକାରୀ ସେବା: ଏନ୍‌ଆଇସି ଓଡ଼ିଶା ଦ୍ୱାରା ‘ଟେକ୍-ବୁଟ୍‌କ୍ୟାମ୍ପ’ ଆୟୋଜିତ ଭୁବନେଶ୍ୱର, ୬ ଅକ୍ଟୋବର: ସରକାରୀ ଶାସନ ବ୍ୟବସ୍ଥା ଓ ଜନସେବା ପ୍ରଦାନକୁ ଅଧିକ ସହଜ ଏବଂ କ୍ରିୟାଶୀଳ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ରମରେ ନ୍ୟାସନାଲ ଇନଫୋର୍ମାଟିକ୍ସ ସେଣ୍ଟର (NIC) ଓଡ଼ିଶା ପକ୍ଷରୁ ‘ଏଜେଣ୍ଟିକ୍ ଏଆଇ ଓ ଇଣ୍ଟେଲିଜେଣ୍ଟ ଅଟୋମେସନ୍’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଟେକ୍-ବୁଟ୍‌କ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…