History Made on Independence Day: Devdutt Padikkal Slams Historic Test Ton in Galle/ଗାଲେ ଟେଷ୍ଟ: ଦେବଦତ୍ତ ପାଡିକଲଙ୍କ ଐତିହାସିକ ଶତକ, ପ୍ରଥମ ଦିନରେ ଭାରତ ୨୮୮/୨…
ସ୍ୱାଧୀନତା ଦିବସରେ ଇତିହାସ ରଚିଲେ ଦେବଦତ୍ତ ପାଡିକଲ: ଗାଲେ ଟେଷ୍ଟର ପ୍ରଥମ ଦିନରେ ଭାରତର ଦୃଢ଼ ସ୍ଥିତି ଗାଲେ (ଶ୍ରୀଲଙ୍କା):ସ୍ୱାଧୀନତା ଦିବସର ଐତିହାସିକ ଅବସରରେ ଭାରତୀୟ କ୍ରିକେଟ ଦଳର ଯୁବ ବ୍ୟାଟର ଦେବଦତ୍ତ ପାଡିକଲ ଏକ ଅଭୂତପୂର୍ବ ରେକର୍ଡ ନିଜ ନାମରେ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟର ପ୍ରଥମ ଦିନରେ ନିଜର ଦମଦାର ପ୍ରତ୍ୟାବର୍ତ୍ତନ କରି ପାଡିକଲ ଏକ ସାନ୍ଦାର ଶତକ ହାସଲ କରିଛନ୍ତି। ଏହା ସହିତ ଟେଷ୍ଟ କ୍ରିକେଟ ଇତିହାସରେ ଅଗଷ୍ଟ ୧୫ (ସ୍ୱାଧୀନତା…

