Front-Page Ad on Ram Rahim Backfires: HC Initiates Contempt Proceedings Against Top Newspapers/ରାମ ରହିମ୍ ସପକ୍ଷରେ ଛାପିଥିଲେ ବିଜ୍ଞାପନ: ଦୁଇ ବଡ଼ ଖବରକାଗଜ ବିରୋଧରେ କୋର୍ଟ ଅବମାନନା ମାମଲା
ଡେରା ସଚ୍ଚା ସୌଦା ବିଜ୍ଞାପନ ମାମଲା: ‘ଦି ହିନ୍ଦୁ’ ଓ ‘ଦୈନିକ ଭାସ୍କର’କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍ ଚଣ୍ଡୀଗଡ଼: ଡେରା ସଚ୍ଚା ସୌଦାକୁ ନେଇ ପ୍ରଥମ ପୃଷ୍ଠାରେ ବିବାଦୀୟ ବିଜ୍ଞାପନ ଛାପିବା ଦୁଇ ପ୍ରମୁଖ ସମ୍ବାଦପତ୍ରକୁ ମହଙ୍ଗା ପଡ଼ିଛି। ଦେଶର ଦୁଇ ଜଣାଶୁଣା ଖବରକାଗଜ ‘ଦି ହିନ୍ଦୁ’ (The Hindu) ଏବଂ ‘ଦୈନିକ ଭାସ୍କର’ (Dainik Bhaskar)ର ସମ୍ପାଦକ ଓ ପ୍ରକାଶକଙ୍କ ସମେତ ଡେରା ସଚ୍ଚା ସୌଦା ପରିଚାଳନା କମିଟି ବିରୋଧରେ ପଞ୍ଜାବ ଏବଂ ହରିୟାଣା…



