PM’s Travel Records Cannot Be Shared Under RTI: Delhi High Court Sets Aside CIC Order/ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ତଥ୍ୟ ପ୍ରକାଶ ଉପରେ ରୋକ୍, ବାୟୁସେନାର ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟଙ୍କ ମୋହର

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ତଥ୍ୟ ଆର୍‌ଟିଆଇରେ ପ୍ରକାଶ କରାଯାଇପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିଦେଶ ଗସ୍ତ ସମୟର ଭାରତୀୟ ବାୟୁସେନା (IAF) ବିମାନ ତଥ୍ୟ ସମ୍ପ୍ରତି ଆର୍‌ଟିଆଇ (RTI) ଜରିଆରେ ପ୍ରକାଶ କରାଯିବ ନାହିଁ। କେନ୍ଦ୍ରୀୟ ସୂଚନା ଆୟୋଗ (CIC)ଙ୍କ ପୂର୍ବର ନିର୍ଦ୍ଦେଶକୁ ଖାରଜ କରିଦେଇ ଦିଲ୍ଲୀ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏଭଳି ସମ୍ବେଦନଶୀଳ…