Rescue workers clearing landslide debris after Cyclone Arnab hit Ganjam and Kandhamal districts in Odisha.

Odisha Cyclone Arnab: 4 Dead, 12 Missing After Severe Landslides/କନ୍ଧମାଳ-ଗଞ୍ଜାମରେ ଭୂସ୍ଖଳନ; ୪ ଜୀବନ ଗଲା, ୧୨ ନିଖୋଜ..

ବାତ୍ୟା ‘ଅର୍ଣ୍ଣବ’ ତାଣ୍ଡବ: ଗଞ୍ଜାମ ଓ କନ୍ଧମାଳରେ ଭୂସ୍ଖଳନ, ୪ ମୃତ, ୧୨ ନିଖୋଜ; ଉଦ୍ଧାର କାର୍ଯ୍ୟ ଜୋରଦାର କନ୍ଧମାଳ[News Inshot]: ବାତ୍ୟା ‘ଅର୍ଣ୍ଣବ'[Cyclone Arnab Odisha], ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ[Landslide] ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ଅତିକମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। କନ୍ଧମାଳ ଜିଲ୍ଲାର ଦାଙ୍ଗେସୀ ଗ୍ରାମରେ ଘର…