State-Level Information Security Tech-Bootcamp Held in Bhubaneswar/NIC ଓଡ଼ିଶାରେ ସାଇବର ସୁରକ୍ଷା ଓ AI ଉପରେ ରାଜ୍ୟସ୍ତରୀୟ ବୁଟକ୍ୟାମ୍ପ..

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୂଚନା ସୁରକ୍ଷା ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC)ଠାରେ ସୂଚନା ସୁରକ୍ଷା ଓ ବିପଦ ପରିଚାଳନା ଉପରେ ଏକ ରାଜ୍ୟସ୍ତରୀୟ ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଏବଂ ଏନ୍.ଆଇ.ସି. ଓଡ଼ିଶାର ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଅଧିକାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଏନ୍.ଆଇ.ସି. ଓଡ଼ିଶାର ଉପ ମହାନିର୍ଦ୍ଦେଶକ ଡ. ଅଶୋକ କୁମାର ହୋତା ସ୍ୱାଗତ କରିବା ସହ ବୁଟକ୍ୟାମ୍ପର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଉଦ୍‌ଘାଟନୀ ସମାରୋହରେ…