Rahul Gandhi Challenges PM Modi to Open Debate Over "Foreign Help" Allegations

Modi vs Rahul: Political Clash Erupts Over Foreign Assistance Claims/”ଯଦି ସାହସ ଅଛି ଆସ”: ବିଦେଶୀ ସହାୟତା ଅଭିଯୋଗ ଉପରେ PM ମୋଦୀଙ୍କୁ ରାହୁଲଙ୍କ ଓପନ୍ ଚ୍ୟାଲେଞ୍ଜ

ବିଦେଶୀ ସାହାଯ୍ୟ ଅଭିଯୋଗକୁ ନେଇ ମୁହାଁମୁହିଁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ବିତର୍କ ପାଇଁ ରାହୁଲ ଗାନ୍ଧୀଙ୍କ ଚ୍ୟାଲେଞ୍ଜ News Inshot: ଦେଶର ରାଜନୀତିରେ ପୁଣି ଥରେ ସରଗରମ ପରିବେଶ ସୃଷ୍ଟି ହୋଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ବିତର୍କ (Open Debate) ପାଇଁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି କହିଥିଲେ ଯେ କିଛି ଶକ୍ତି ବିଦେଶୀ ସହାୟତାରେ ଦେଶକୁ ଅସ୍ଥିର…

‘Gyanesh Kumar Recruited for BJP, Now Match-Fixing Polls’: Rahul Gandhi’s Scathing Attack on CEC/’ବିଜେପି ପାଇଁ ନେତା ସଂଗ୍ରହ କରୁଥିଲେ ବର୍ତ୍ତମାନର CEC’: ପୂର୍ବତନ ଆଇଏଏସ୍‌ଙ୍କ ବଡ଼ ଖୁଲାସା ପରେ ଘମାଘୋଟ ରାଜନୀତି

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ପାଇଁ ନେତା ଖୋଜୁଥିଲେ ବର୍ତ୍ତମାନର ସିଇସି: ଜିଜି ଥମ୍‌ସନ୍‌ଙ୍କ ଦାବି ପରେ ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ଦେଶର ରାଜନୀତି ଗରମ ହୋଇଛି। କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିଜି ଥମ୍‌ସନ୍‌ଙ୍କ ଏକ ସାଂଘାତିକ ଦାବି ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।…

PM Modi Grooves to ‘Bhajan Clubbing’ with Gen Z; Opposition Calls It a Political Stunt/ବେକାରୀ-ଦରଦାମ ଛାଡ଼ି ମୋଦୀ ‘ଭଜନ କ୍ଲବିଂ’ରେ ବ୍ୟସ୍ତ: ବିରୋଧୀଙ୍କ ନିଶାନା…

ଦିଲ୍ଲୀରେ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ: ବିରୋଧୀଙ୍କ କଟାକ୍ଷ ଓ ରାଜନୈତିକ ଚର୍ଚ୍ଚା ନୂଆଦିଲ୍ଲୀ: ଭାରତୀୟ ଜନସଂଘର ବିଚାରକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ପାର୍କଠାରେ ଏକ ସ୍ୱତନ୍ତ୍ର “ଭଜନ କ୍ଲବିଂ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗ ଧାଡ଼ିରେ ବସି ଯୁବପିଢ଼ିଙ୍କ ସହ ଖଞ୍ଜଣି ବଜାଇବା ସହ ତାଳି ମାରି ଭଜନ ଗାଉଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ…