‘Jiban Jindabad 2.0’: Odisha CM Calls For Anti-Drug Awareness At Commissionerate Police Event/ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନର ଆହ୍ୱାନ: କମିଶନରେଟ ପୁଲିସର ‘ଜୀବନ ଜିନ୍ଦାବାଦ ୨.୦’ରେ ମୁଖ୍ୟମନ୍ତ୍ରୀ
ନିଶାମୁକ୍ତ ସମାଜ ଗଠନ ପାଇଁ କମିଶନରେଟ ପୁଲିସର ଆହ୍ୱାନ: ‘ଜୀବନ ଜିନ୍ଦାବାଦ ୨.୦’ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିଅମ୍ରେ କମିଶନରେଟ ପୁଲିସ ପକ୍ଷରୁ ‘ଜୀବନ ଜିନ୍ଦାବାଦ ୨.୦’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ବିଶେଷ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ନିଶାମୁକ୍ତ ଏବଂ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା…



