CM Mohan Charan Majhi Flags Off New Bhubaneswar-Ekta Nagar Train on Rashtriya Ekta Diwas/ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱର-ଏକତା ନଗର ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱର-ଏକତା ନଗର ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୭ ଅକ୍ଟୋବର (ଆଞ୍ଚଳିକ ଖବର): ରାଷ୍ଟ୍ରୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ରାଜ୍ୟର ରେଳ ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଗୁଜରାଟର ଏକତା ନଗର (ଷ୍ଟାଚ୍ୟୁ ଅଫ୍ ୟୁନିଟି) ଅଭିମୁଖେ ଯାତ୍ରା କରିବାକୁ ଥିବା ନୂତନ ରେଳଗାଡ଼ିର ଆଜି ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…

Asian Games Gold Winners Honored: CM Mohan Charan Majhi Felicitates Indian Hockey Teams at Kalinga Stadium/ଏସୀଆନ୍ ଗେମ୍‌ସରେ ସ୍ୱର୍ଣ୍ଣିମ ସଫଳତା: କଳିଙ୍ଗ ଷ୍ଟାଡିଅମରେ ଭାରତୀୟ ହକି ଟିମ୍‌କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଏସୀଆନ୍ ଗେମ୍‌ସରେ ସ୍ୱର୍ଣ୍ଣିମ ସଫଳତା: କଳିଙ୍ଗ ଷ୍ଟାଡିଅମରେ ସମ୍ବର୍ଦ୍ଧିତ ହେଲେ ଭାରତୀୟ ହକି ଟିମ୍ ଭୁବନେଶ୍ୱର : ଏସୀଆନ୍ ଗେମ୍‌ସ ୨୦୨୬ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସନ୍ଧ୍ୟାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଖେଳାଳି, କୋଚ୍‌ ଏବଂ ସପୋର୍ଟ…

CM Mohan Majhi Inspects Flood-Affected Kasapa and Tarapada Panchayats, Interacts with Villagers/ଯାଜପୁର ବନ୍ୟା: କସପା ଓ ତରପଡା ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ, ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ…

ଯାଜପୁର ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀ: ଦଶରଥପୁର ବ୍ଲକର ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା, ରିଲିଫ୍ କାର୍ଯ୍ୟର ତଦାରଖ ଯାଜପୁର:ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପହଞ୍ଚି ବନ୍ୟା ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି। ବ୍ଲକ୍‌ ଅନ୍ତର୍ଗତ କସପା ଓ ତରପଡା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଦେଖିବା ସହ ବନ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ପରିଦର୍ଶନ କାଳରେ ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରପୁର, ବାଲଦା ଏବଂ ଦୋଭାବିଲ୍…