Nihal Sarin’s Blunder Costs India: Uzbekistan Takes Championship Lead/ନିହାଲ୍ ସାରିନ୍ଙ୍କ ବ୍ଲଣ୍ଡର: ଉଜବେକିସ୍ତାନ ଠାରୁ ହାରି ଶୀର୍ଷ ସ୍ଥାନ ହରାଇଲା ଭାରତ..
ନିହାଲ୍ ସାରିନ୍ଙ୍କ ଗୋଟିଏ ଭୁଲ୍ ପାଇଁ ହାତରୁ ଗଲା ମ୍ୟାଚ୍; ଉଜବେକିସ୍ତାନ ଠାରୁ ହାରିଲା ଭାରତ ଚେସ୍ ଅଲିମ୍ପିଆଡ୍ର ୬ଷ୍ଠ ରାଉଣ୍ଡରେ ଭାରତୀୟ ପୁରୁଷ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଆୟୋଜକ ଉଜବେକିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତ ୧.୫ – ୨.୫ ଗୋଲ୍/ପଏଣ୍ଟରେ ପରାଜିତ ହୋଇ ଶୀର୍ଷ ସ୍ଥାନ ହରାଇଛି। ଏହି ହାଇ-ଭୋଲ୍ଟେଜ୍ ମ୍ୟାଚ୍ରେ ପ୍ରଥମ ତିନୋଟି ବୋର୍ଡର ଖେଳ ଡ୍ର’ରେ ଶେଷ ହୋଇଥିଲା। ନୋଦିରବେକ୍ ଅବଦୁସାତ୍ତୋରୋଭଙ୍କ ସହ ପ୍ରଜ୍ଞାନନ୍ଦ, ଜାଭୋଖିର ସିନ୍ଦାରୋଭଙ୍କ ସହ ଅର୍ଜୁନ…

