Bhubaneswar Hosts 1st Chandaka Green Marathon to Promote Wildlife Conservation/ପ୍ରକୃତି ପାଇଁ ଦୌଡ଼: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ପ୍ରଥମ ‘ଚନ୍ଦକା ଗ୍ରୀନ୍ ମାରାଥନ୍’
୭୨ତମ ବନ୍ୟପ୍ରାଣୀ ସପ୍ତାହ: ଚନ୍ଦକା ଜଙ୍ଗଲରେ ପ୍ରଥମ ‘ଗ୍ରୀନ୍ ମାରାଥନ୍’, ସାମିଲ ହେଲେ ଶହ ଶହ ପ୍ରକୃତିପ୍ରେମୀ ଭୁବନେଶ୍ୱର: ବନ୍ୟପ୍ରାଣୀ ସୁରକ୍ଷା ଓ ପ୍ରକୃତି ସହ ଯୋଡ଼ିହୋଇ ରହିବାର ସୁସ୍ଥ ବାର୍ତ୍ତା ନେଇ ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ‘ଚନ୍ଦକା ଗ୍ରୀନ୍ ମାରାଥନ୍’। ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ମାରାଥନ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଭାସ୍କର…



