Center Stops Using Sugar for Ethanol to Control Domestic Prices/ସାଧାରଣ ଲୋକଙ୍କୁ ଆଶ୍ୱସ୍ତି: ଏଣିକି ଇଥାନଲ୍ ପାଇଁ ବ୍ୟବହାର ହେବନି ଚିନି!

୨୦୨୬-୨୭ ବର୍ଷ ପାଇଁ ଇଥାନଲ୍‌ ପ୍ରସ୍ତୁତିରେ ଚିନି ବ୍ୟବହାର ବନ୍ଦ କଲା କେନ୍ଦ୍ର ସରକାର; ଜାଣନ୍ତୁ କାହିଁକି ନିଆଗଲା ଏହି ବଡ଼ ପଦକ୍ଷେପ? ଭାରତରେ ପ୍ରତିବର୍ଷ କୋଟି କୋଟି ଟନ୍ ଆଖୁ ଉତ୍ପାଦନ ହେଉଥିଲେ ମଧ୍ୟ ଏହାର ବ୍ୟବହାରକୁ ନେଇ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଗାମୀ ୨୦୨୬-୨୭ ଇଥାନଲ୍‌ ଯୋଗାଣ ବର୍ଷ ପାଇଁ ସରକାର ଇଥାନଲ୍‌ ତିଆରିରେ ସିଧାସଳଖ ଚିନି (Sugar Diversion) ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ ବା ‘ଜିରୋ’ କରିଦେଇଛନ୍ତି। କାହିଁକି ନିଆଗଲା…