CBSE Board Exam 2027 Date Sheet Released: Check Class 10 & 12 Complete Schedule/CBSE ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ୨୦୨୭: ଫେବୃଆରୀ ୧୬ ରୁ ଆରମ୍ଭ..
CBSE ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା: ସମୟସୂଚୀ ପ୍ରକାଶିତ, ୪୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା News Inshot: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଅଫିସିଆଲ୍ ସମୟସୂଚୀ (Date Sheet) ପ୍ରକାଶ ପାଇଛି। ସେଣ୍ଟ୍ରାଲ୍ ବୋର୍ଡର ସୂଚନା ଅନୁଯାୟୀ, ଉଭୟ ଦଶମ (Class 10) ଏବଂ ଦ୍ୱାଦଶ (Class 12) ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ।…



