Are Saif and Kareena Facing Financial Trouble? Viral Rumors Explained/ସୈଫ-କରୀନାଙ୍କ ଭାବମୂର୍ତ୍ତି ଓ ଆର୍ଥିକ ଗସିପ୍: ବଲିଉଡର ଚର୍ଚ୍ଚିତ ଖବରର ସମ୍ପୂର୍ଣ୍ଣ ସଚ୍ଚୋଟତା
କରୀନା-ସୈଫଙ୍କ ଘନଘନ ମିଡିଆ ଆପିୟରାନ୍ସ; ଆର୍ଥିକ ସମସ୍ୟାକୁ ନେଇ ଚର୍ଚ୍ଚା ଜୋର ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡ଼ି ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନଙ୍କୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଉଭୟଙ୍କୁ ବିଭିନ୍ନ ରିଆଲିଟି ଶୋ’, ଟକ୍ ଶୋ’ ଏବଂ ବ୍ରାଣ୍ଡ ବିଜ୍ଞାପନରେ ଏକାଠି ଦେଖିବାକୁ ମିଳୁଛି। ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ଏବଂ ‘କଫି ୱିଥ୍ କରଣ’ ଭଳି ଚର୍ଚ୍ଚିତ ଶୋ’ରେ ସେମାନଙ୍କର ଘନଘନ ଉପସ୍ଥିତି…



