80 Indian Employees Fired in a 5-Minute Call by US Firm/୫ ମିନିଟର କଲ୍ରେ ଗଲା ୮୦ ଭାରତୀୟଙ୍କ ଚାକିରି: ଆମେରିକୀୟ କମ୍ପାନୀର ବଡ଼ ନିଷ୍ପତ୍ତି..
ମାତ୍ର ୫ ମିନିଟର କଲ୍ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଲା ଆମେରିକୀୟ କମ୍ପାନୀ ଆମେରିକାର ଏକ ଫିନଟେକ୍ କମ୍ପାନୀ ‘ବ୍ଲୁଭାଇନ୍’ (Bluevine) ନିଜର ଭାରତୀୟ କଷ୍ଟମର୍ ସପୋର୍ଟ ଟିମ୍ର ସମସ୍ତ ୮୦ ଜଣ କର୍ମଚାରୀଙ୍କୁ ଗୋଟିଏ ଝଟକାରେ ଚାକିରିରୁ ବାହାର କରିଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମାତ୍ର ୫ ମିନିଟର ଗୁଗୁଲ୍ ମିଟ୍ (Google Meet) କଲ୍ରେ ଶେଷ ହୋଇଯାଇଥିଲା। ଜଣେ ପ୍ରଭାବିତ କର୍ମଚାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍…

