Priyanka Gandhi Slams Removal of Son Raihan’s Photos from Delhi Exhibition, Calls It “Ridiculous”/ପୁଅ ରାଇହାନଙ୍କ ଫୋଟୋ ହଟାଯିବା ପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ: କହିଲେ, “କ୍ଷମତାସୀନ ମାନେ ଯୁବ ସ୍ୱରକୁ ଦବାଉଛନ୍ତି”

ବିକାନେର ହାଉସରେ ଫୋଟୋ ପ୍ରଦର୍ଶନୀକୁ ନେଇ ବିବାଦ: ରାଇହାନ ଭାଦ୍ରାଙ୍କ ୭୦ରୁ ଅଧିକ ଫୋଟୋ ହଟାଗଲା, ମୁହାଁମୁହିଁ ବିଜେପି-କଂଗ୍ରେସ ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ଏବଂ ରବର୍ଟ ଭାଦ୍ରାଙ୍କ ପୁଅ ତଥା ଫୋଟୋଗ୍ରାଫର ରାଇହାନ ଭାଦ୍ରାଙ୍କ ଏକ ଫୋଟୋ ପ୍ରଦର୍ଶନୀକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ହୋଇଉଠିଛି। ଦିଲ୍ଲୀର ପ୍ରସିଦ୍ଧ ‘ବିକାନେର ହାଉସ’ରେ ଆୟୋଜିତ ହୋଇଥିବା ରାଇହାନଙ୍କ ଏକକ ଫୋଟୋ ପ୍ରଦର୍ଶନୀ ‘No Idea is Final’ରୁ ପ୍ରାୟ ୭୦ରୁ ଅଧିକ ଫୋଟୋ…