Fake IAS Officer Claiming to be Ajit Doval’s ‘Undercover Agent’ Arrested in Bihar/ନିଜକୁ ଅଜିତ୍‌ ଡୋଭାଲଙ୍କ ‘ଅଣ୍ଡରକଭର ଏଜେଣ୍ଟ’ ଓ IAS ଅଫିସର ପରିଚୟ ଦେଇ ଠକୁଥିଲେ: ବିହାରରୁ ଗିରଫ…

ନିଜକୁ ଅଜିତ୍‌ ଡୋଭାଲଙ୍କ ‘ଅଣ୍ଡରକଭର ଏଜେଣ୍ଟ’ ଓ IAS ଅଫିସର ପରିଚୟ ଦେଇ ଠକୁଥିଲେ: ବିହାରରୁ ଗିରଫ, ଟେସଲା କାର୍‌ ଓ ମଦ ଜବତ ଖଗଡ଼ିଆ (ବିହାର): ନିଜକୁ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ଗୁପ୍ତଚର ଓ ବରିଷ୍ଠ ଆଇଏଏସ (IAS) ଅଫିସର କହି ବୁଲୁଥିବା ଜଣେ ଭଣ୍ଡ ଠକକୁ ଗିରଫ କରିଛି ବିହାର ପୁଲିସ। ଗିରଫ ଅଭିଯୁକ୍ତ ଜଣକ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ୍‌ ଡୋଭାଲଙ୍କ ଅଧୀନରେ ‘ଅଣ୍ଡରକଭର ଏଜେଣ୍ଟ’ ଭାବେ କାର୍ଯ୍ୟ କରୁଥିବା ଦାବି…