New Rules for Lord Jagannath’s Temple Land: GIS Mapping and Online Settlement Portal Introduced/ଶ୍ରୀମନ୍ଦିର ଜମିର ହେବ ଡିଜିଟାଲ୍ ମ୍ୟାପିଂ:ନୂଆ ନିୟମାବଳୀ-୨୦୨୬କୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ପାଇଁ ନୂଆ ନିୟମ: ଏବେ ଅନଲାଇନ୍‌ରେ ହେବ ସବୁ କାମ, ଜିଆଇଏସ୍‌ ମ୍ୟାପିଂ ଜରିଆରେ ରହିବ କଡ଼ା ନଜର ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମା ପରିଚାଳନାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ-୨୦୨୬’ କୁ ମଞ୍ଜୁରୀ ମିଳିଛି | ଏହି ନୂଆ ନିୟମ ଫଳରେ ୨୦୦୩ ଓ…