Bhubaneswar: CM Inaugurates Affordable Housing Projects for 1,608 Families/୧,୬୦୮ ପରିବାର ପାଇଲେ ନିଜର ପକ୍କା ଘର: ସୁଲଭ ଆବାସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ୧,୬୦୮ ପରିବାର ପାଇଲେ ନିଜର ପକ୍କା ଘର: ସୁଲଭ ଆବାସ ଓ ୧୨ଟି ଖେଳପଡ଼ିଆର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗରିବ ଓ ନିମ୍ନ ଆୟବର୍ଗର ପରିବାରଙ୍କ ପାଇଁ ନିଜସ୍ୱ ଘରର ସ୍ୱପ୍ନ ସାକାର ହେବାକୁ ଯାଉଛି। ଘାଟିକିଆ ଓ ଗାଡ଼କଣଠାରେ ନିର୍ମିତ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକଳ୍ପ ଦ୍ୱାରା ସହରର ପ୍ରାୟ ୧,୬୦୮ଟି ପରିବାର ସମ୍ମାନଜନକ ଭାବେ ନିଜର…



