Bomb Scare at Utkal University? Cops Rush to Campus After Midnight Drama/ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ୧ ନମ୍ବର ହଷ୍ଟେଲ ପାଖରେ ପ୍ରଚଣ୍ଡ ଶବ୍ଦ, ଘଟଣାସ୍ଥଳରେ DCP
ବାଣୀବିହାରରେ ଆତଙ୍କ: ହଷ୍ଟେଲ ପାଖରେ ପ୍ରଚଣ୍ଡ ଶବ୍ଦ, ତଦନ୍ତରେ ପୋଲିସ. ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପରିସରରେ ପୁଣିଥରେ ଅଶାନ୍ତ ପରିସ୍ଥିତି ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟର ୧ ନମ୍ବର ପୁରୁଷ ହଷ୍ଟେଲ ନିକଟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହା ବୋମା ବିସ୍ଫୋରଣ ନା କୌଣସି ବାଣ ଫଟା ଶବ୍ଦ, ତାକୁ ନେଇ ଏବେ ସନ୍ଦେହ ଏବଂ ଚର୍ଚ୍ଚା ଜୋର ଧରିଛି। ଘଟଣା କ’ଣ?…



