PM Modi Grooves to ‘Bhajan Clubbing’ with Gen Z; Opposition Calls It a Political Stunt/ବେକାରୀ-ଦରଦାମ ଛାଡ଼ି ମୋଦୀ ‘ଭଜନ କ୍ଲବିଂ’ରେ ବ୍ୟସ୍ତ: ବିରୋଧୀଙ୍କ ନିଶାନା…

ଦିଲ୍ଲୀରେ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ: ବିରୋଧୀଙ୍କ କଟାକ୍ଷ ଓ ରାଜନୈତିକ ଚର୍ଚ୍ଚା ନୂଆଦିଲ୍ଲୀ: ଭାରତୀୟ ଜନସଂଘର ବିଚାରକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ପାର୍କଠାରେ ଏକ ସ୍ୱତନ୍ତ୍ର “ଭଜନ କ୍ଲବିଂ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗ ଧାଡ଼ିରେ ବସି ଯୁବପିଢ଼ିଙ୍କ ସହ ଖଞ୍ଜଣି ବଜାଇବା ସହ ତାଳି ମାରି ଭଜନ ଗାଉଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ…