“Indira Gandhi Herself Apologized…”: Sonia Gandhi Breaks Silence on 1975 Emergency Excesses/ “ଜରୁରୀକାଳୀନ ପରିସ୍ଥିତି ଏକ ଭୁଲ୍ ଥିଲା, ଇନ୍ଦିରା ଗାନ୍ଧୀ ନିଜେ ଅନୁତାପ କରିଥିଲେ”: ସୋନିଆ ଗାନ୍ଧୀ..
“ଜରୁରୀକାଳୀନ ପରିସ୍ଥିତି ଏକ ବଡ଼ ଭୁଲ୍ ଥିଲା, ଇନ୍ଦିରା ଗାନ୍ଧୀ ପରେ ଅନୁତାପ କରିଥିଲେ”: ସୋନିଆ ଗାନ୍ଧୀ.. ନୂଆଦିଲ୍ଲୀ[News Inshot]:୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି (Emergency) କୁ ନେଇ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ବଡ଼ ବୟାନ ଦେଇଛନ୍ତି। ନିଜର ଆଗାମୀ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’ (Belonging: A Journey of Love) ର ଆଲୋଚନା ଅବସରରେ ଦେଇଥିବା ଏକ ସାକ୍ଷାତକାରରେ ସୋନିଆ କହିଛନ୍ତି…



