₹1.31 Crore Per Match! Campa Cola Leads Bid as BCCI Lands ₹129.85 Crore Deal/ଭାରତୀୟ କ୍ରିକେଟ୍ରେ AI ର ଏଣ୍ଟ୍ରି: BCCI କଲା ₹୧୨୯.୮୫ କୋଟିର ମେଗା ଡିଲ୍
BCCI ର ବଡ଼ ଡିଲ୍: ଭାରତୀୟ କ୍ରିକେଟ୍ ସହ ଯୋଡ଼ିହେଲେ ୩ ପ୍ରମୁଖ ବ୍ରାଣ୍ଡ, ବୋର୍ଡ ଖାତାକୁ ଆସିବ ₹୧୨୯.୮୫ କୋଟି ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପୁଣି ଥରେ ଏକ ବଡ଼ ବ୍ୟାବସାୟିକ ସଫଳତା ହାସଲ କରିଛି। ଭାରତରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍ ଗୁଡ଼ିକ ପାଇଁ BCCI ୩ଟି ପ୍ରମୁଖ ବ୍ରାଣ୍ଡ ସହିତ ଏକ ନୂଆ ‘ଅସୋସିଏଟ୍ ପାର୍ଟନରସିପ୍’ (Associate Partnership) ଚୁକ୍ତି ସ୍ବାକ୍ଷର କରିଛି। ଏହି ଚୁକ୍ତିରୁ BCCI ସାଢ଼େ ୩…

