“We Pay ₹3,000 Cr Tax, Take Zero Govt Grants”: BCCI Joint Secretary Devajit Saikia/”ଆମେ ବର୍ଷକୁ ୩ ହଜାର ଟିକସ ଦେଉଛୁ, ଅନୁଦାନ ନେଉନୁ” Sports Act ମାମଲାରେ BCCI ର ବଡ଼ ଜବାବ..
ବର୍ଷକୁ ୩,୦୦୦ କୋଟି ଟଙ୍କାର ଟିକସ ଦେଉଛି BCCI: ଦେବଜିତ୍ ସାଇକିଆ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ବାର୍ଷିକ ହାରାହାରି ୩,୦୦୦ କୋଟି ଟଙ୍କାର ଆୟକର ସରକାରଙ୍କୁ ଦେଉଛି। ମୁମ୍ବାଇରେ ଆୟୋଜିତ ବୋର୍ଡର ୯୫ତମ ବାର୍ଷିକ ସାଧାରଣ ସଭା (AGM) ଶେଷ ହେବା ପରେ BCCI ଯୁଗ୍ମ ସମ୍ପାଦକ ଦେବଜିତ୍ ସାଇକିଆ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟରେ ‘ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ’କୁ ନେଇ ଚାଲିଥିବା ଶୁଣାଣି ମଧ୍ୟରେ ସାଇକିଆ ଏହି ବକ୍ତବ୍ୟ…

