BCCI Centenary Celebrations: India vs World XI Blockbuster Match on the Cards!/ଇତିହାସ ରଚିବ BCCI: ପ୍ରଥମ ଥର ‘ବିଶ୍ୱ ଏକାଦଶ’ ସହ ଲଢ଼ିବ ‘ଟିମ୍ ଇଣ୍ଡିଆ’!

BCCIର ୧୦୦ ବର୍ଷ ପୂର୍ତ୍ତି: ଭାରତ ଓ World XI ମଧ୍ୟରେ ଖେଳାଯାଇପାରେ ମହାମୁକାବିଲା! ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ନିଜର ୧୦୦ ବର୍ଷ ପୂରଣ କରିବାକୁ ଯାଉଛି। ୧୯୨୮ରେ ଗଠିତ ହୋଇଥିବା ଏହି ବୋର୍ଡ ୨୦୨୮ରେ ନିଜ ଶତାବ୍ଦୀ ବର୍ଷ ପାଳନ କରିବ। ଏହି ସ୍ମରଣୀୟ ଅବସରକୁ ଖାସ୍ କରିବା ପାଇଁ BCCI ଏକ ବଡ଼ ଧରଣର ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରୁଛି, ଯେଉଁଥିରେ ‘ଟିମ୍ ଇଣ୍ଡିଆ’ ସହ ମୁହାଁମୁହିଁ ହେବ ‘World…