A woman potter is arranging earthen lamps in Basantapur, a village on the outskirts of Bhubaneswar/Photo By:Sai Saswat Mishra

[In Pics] Cyclone Arnab’s Toll: Odisha Potters Left in the Dark This Diwali/ଲଗାତାର ବର୍ଷା ଓ ଜାଳେଣି ଅଭାବ: ଶୁଖିଲା ନାହିଁ ଦୀପ, ହତାଶାରେ କୁମ୍ଭାର ସମାଜ.

ବାତ୍ୟା ‘ଅର୍ଣ୍ଣବ’ର କାଳ: ଓଡ଼ିଶାର ମାଟି କାରିଗରଙ୍କୁ ବଡ଼ ଝଟକା… ଭୁବନେଶ୍ୱର[News Inshot]: ଆଉ କେତେଦିନ ପରେ ଆସୁଛି ଆଲୋକର ମହାପର୍ବ ଦୀପାବଳୀ। ସାରା ଦେଶ ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳିବାକୁ ଅପେକ୍ଷା କରି ରହିଛି। ଘରଦ୍ୱାର, ଅଗଣା ଓ ବାରଣ୍ଡାକୁ ମାଟି ଦୀପର ଆଲୋକରେ ସଜାଇବା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହି ଆଲୋକର ପର୍ବ ପଛରେ ଲୁଚି ରହିଛି ଓଡ଼ିଶାର ହଜାର ହଜାର ମାଟି କାରିଗର ବା କୁମ୍ଭାର ଭାଇଭଉଣୀଙ୍କ…