No More Stopping at Toll Plazas: India to Roll Out Barrier-Free Tolling by March 2027/NH ରେ ଆଉ ଅଟକିବନି ଗାଡ଼ି: ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ଡିଜିଟାଲ୍ ହେବ ଟୋଲ୍ କଲେକ୍ସନ୍
ମାର୍ଚ୍ଚ ୨୦୨୭ ସୁଦ୍ଧା ହଟିବ ଟୋଲ୍ ଗେଟ୍: ଦେଶସାରା ଲାଗୁ ହେବ ବ୍ୟାରିଅର୍-ଫ୍ରି ଡିଜିଟାଲ୍ ଟୋଲ୍ ସିଷ୍ଟମ୍ନ୍ୟାସନାଲ୍ ହାଇୱେରେ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ଦେଶର ସମସ୍ତ ଜାତୀୟ ରାଜପଥରୁ ଟୋଲ୍ ଗେଟ୍ ବା ବ୍ୟାରିଅର୍ ଗୁଡ଼ିକ ସମ୍ପୂର୍ଣ୍ଣ ହଟିଯିବ। ଗାଡ଼ିଗୁଡ଼ିକୁ ଆଉ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ। ମୁମ୍ବାଇରେ ଆୟୋଜିତ ‘ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ’ରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ…

