Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra
Prime Minister Narendra Modi waves to a massive gathering of around 30,000 members of the Indian diaspora at a community event in Melbourne, Australia.

30,000 Cheer PM Modi in Melbourne as India-Australia Ties Reach New Heights/ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ, ୩୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସମାବେଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମେଲବୋର୍ଣ୍ଣରେ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ପ୍ରାୟ ୩୦ ହଜାରରୁ ଅଧିକ ଲୋକ ତାଙ୍କ ଭାଷଣ ଶୁଣିବା ପାଇଁ ଏକତ୍ରିତ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆରେ କୌଣସି ବିଦେଶୀ ନେତାଙ୍କ ପାଇଁ ହୋଇଥିବା ଏହା ସବୁଠାରୁ ବଡ଼ ପ୍ରବାସୀ ସମାବେଶ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ପ୍ରବାସୀ ଭାରତୀୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଛତ୍ରପତି ଶିବାଜୀଙ୍କ ଜୀବନୀ ଉପରେ ଆଧାରିତ ନାଟକ ପରିବେଷଣ…