Golden Tuesday at Asian Games: India Storms Back into Top 10 Medal Tally/ଏସୀୟ କ୍ରୀଡ଼ା ୨୦୨୬: ଭାରତର ପଦକ ବର୍ଷା, ଦୁଇଟି ସ୍ୱର୍ଣ୍ଣ ଜିତି ରଚିଲା ଇତିହାସ
ଏସୀୟ କ୍ରୀଡ଼ା: ଗୋଟିଏ ଦିନରେ ୨ଟି ସ୍ୱର୍ଣ୍ଣ, ପୁଣି ଟପ୍-୧୦ରେ ଭାରତ ଜାପାନ: ଚାଲିଥିବା ଏସୀୟ କ୍ରୀଡ଼ାର ୧୦ମ ଦିନ ଭାରତ ପାଇଁ ବେଶ୍ ଉତ୍ସାହଜନକ ରହିଛି। ଗୋଟିଏ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ଆଥଲେଟ୍ମାନେ ଦେଶକୁ ପୁଣି ଥରେ ପଦକ ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ଦେଇଛନ୍ତି। ଏହା ସହିତ ଭାରତର ମୋଟ ପଦକ ସଂଖ୍ୟା ୫୦ ଅତିକ୍ରମ କରିସାରିଛି। ଶୁଟିଂର ମହିଳା ଟ୍ରାପ୍ ଇଭେଣ୍ଟରେ ନୀରୁ ଢାଣ୍ଡା ଭାରତକୁ…



