Asian Games 2026: India Starts at 10th Place with 2 Silvers, China Tops the Table/ଏସୀୟ କ୍ରୀଡ଼ା ୨୦୨୬: ୨ଟି ସିଲ୍ଭର୍ ପଦକ ସହ ୧୦ମ ସ୍ଥାନରୁ ଅଭିଯାନ ଆରମ୍ଭ କଲା ଭାରତ..
ଏସୀୟ କ୍ରୀଡ଼ା ୨୦୨୬ (ପ୍ରଥମ ଦିନ): ୨ଟି ରୂପା ପଦକ ସହ ଭାରତ ୧୦ମ ସ୍ଥାନରେ, ଶୀର୍ଷରେ ଚୀନ୍ ଜାପାନ: ଏସୀୟ କ୍ରୀଡ଼ା ୨୦୨୬ର ପ୍ରଥମ ଦିନରେ ଭାରତୀୟ ଆଥଲେଟ୍ମାନେ ଭଲ ଆରମ୍ଭ କରିଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ଟି ରୂପା (ସିଲ୍ଭର୍) ପଦକ ଜିତି ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଛି। ସେପଟେ ପ୍ରଥମ ଦିନରୁ ହିଁ ଚୀନ୍ ନିଜର ଦବ୍ଦବା ଦେଖାଇ ୧୧ଟି ସ୍ୱର୍ଣ୍ଣ ସହ ମୋଟ ୨୦ଟି ପଦକ…

