Arunachal Dam Violence: Protests Spread Across Siang/ଡ୍ୟାମ୍ ନିର୍ମାଣକୁ ନେଇ ଜଳୁଛି ଅରୁଣାଚଳ: ଭିଟାମାଟି ବଞ୍ଚାଇବାକୁ ରାସ୍ତାରେ ଆଦିବାସୀ, ପରିସ୍ଥିତି ସଙ୍ଗୀନ୍

ଅରୁଣାଚଳ ପ୍ରଦେଶରେ ବିରାଟ ଉତ୍ତେଜନା: ଡ୍ୟାମ୍ ବିରୋଧୀ ଆନ୍ଦୋଳନ ହେଲା ହିଂସାତ୍ମକ, ଜଳୁଛି ସିଆଙ୍ଗ ଉପତ୍ୟକା ଇଟାନଗର: ଅରୁଣାଚଳ ପ୍ରଦେଶରେ ପ୍ରସ୍ତାବିତ ମେଗା ଜଳବିଦ୍ୟୁତ୍ ପ୍ରକଳ୍ପ (ଡ୍ୟାମ୍) ବିରୋଧରେ ହେଉଥିବା ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି । ପ୍ରଶାସନିକ ସର୍ଭେ କାମକୁ ବିରୋଧ କରି ସ୍ଥାନୀୟ ଲୋକ ଓ ସଙ୍ଗଠନଗୁଡ଼ିକ ରାସ୍ତାକୁ ଓହ୍ଲାଇବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି । ଇଷ୍ଟ ସିଆଙ୍ଗ ଜିଲ୍ଲାର ପାସିଘାଟ୍‌ରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ଧକ୍କାଧକ୍କି ହୋଇଥିବା…