No Two Tiers of Citizenship in India: Supreme Court Judge Hits Out at Voter Stripping/ଭୋଟର ତାଲିକାରୁ ନାମ ହଟାଇବା ସମ୍ବିଧାନ ବିରୋଧୀ: ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ବଡ଼ ବୟାନ
ଭୋଟ ଦେବାର ଅଧିକାର ଛଡ଼ାଇ ନେବା ଅସାମ୍ବିଧାନିକ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ବଡ଼ ବୟାନ ନୂଆଦିଲ୍ଲୀ / ହାଇଦ୍ରାବାଦ: ନାଗରିକଙ୍କ ଭୋଟ ଦେବାର ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବରିଷ୍ଠ ବିଚାରପତି ଜଷ୍ଟିସ ଉଜ୍ଜଲ ଭୁୟାଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବୟାନ ଦେଇଛନ୍ତି। ହାଇଦ୍ରାବାଦସ୍ଥିତ NALSAR ଆଇନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ନାଗରିକଙ୍କୁ ଭୋଟ ଅଧିକାରରୁ ବଞ୍ଚିତ କରିବା କିମ୍ବା ଭୋଟର ତାଲିକାରୁ ମନମୁଖୀ…



