Supreme Court Rejects Centre’s Plea, Directs Clear Service Benefit Rules for Veterans/କାର୍ଗିଲ ଯବାନଙ୍କୁ ମିଳିଲା ନ୍ୟାୟ, ସୁପ୍ରିମକୋର୍ଟ କହିଲେ— ଯବାନଙ୍କ ସ୍ୱାର୍ଥରେ ହେଉ ପେନସନ୍ ନିୟମ

ସେବା ନିୟମାବଳୀକୁ ସ୍ପଷ୍ଟ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ: ସେନାବାହିନୀର ଜବାନମାନଙ୍କ ପେନସନ୍‌ ଏବଂ ସେବା ସମ୍ବନ୍ଧୀୟ ନିୟମାବଳୀରେ ଥିବା ଅସ୍ପଷ୍ଟତାକୁ ଦୂର କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମନ୍ତ୍ରଣାଳୟ ଏକ ସ୍ପଷ୍ଟ ଏବଂ ସମ୍ପୂର୍ଣ୍ଣ ସେବା ନିୟମାବଳୀ (Subordinate Legislation) ପ୍ରସ୍ତୁତ କରିବା ନିହାତି ଜରୁରୀ, ଯାହା ଦ୍ୱାରା ଅବସରପ୍ରାପ୍ତ ଯବାନମାନଙ୍କୁ କୋର୍ଟ କଚେରୀ ଦୌଡ଼ିବାକୁ…