Messi Creates FIFA World Cup History: First Player to Captain Country in 3 Finals/ଫୁଟବଲ୍ ଇତିହାସରେ ମେସିଙ୍କ ମହା-ରେକର୍ଡ: ୩ଟି ବିଶ୍ୱକପ୍ ଫାଇନାଲ୍ରେ କ୍ୟାପ୍ଟେନ୍ ହେବାରେ ବିଶ୍ୱର ପ୍ରଥମ ଖେଳାଳି…
ବିଶ୍ୱକପ୍ ଇତିହାସରେ ମେସି ସୃଷ୍ଟି କଲେ ନୂଆ ରେକର୍ଡ: ରବିବାର ଫାଇନାଲ୍ ଉପରେ ନଜର ଆଟଲାଣ୍ଟା: ୨୦୨୬ ଫିଫା ବିଶ୍ୱକପ୍ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି। ଏହା ସହିତ ଦଳର ଅଧିନାୟକ ଲିଓନେଲ୍ ମେସି ଫୁଟବଲ୍ ଇତିହାସରେ ଏକ ଅଦ୍ଭୁତପୂର୍ବ ରେକର୍ଡ ନିଜ ନାମରେ କରିଛନ୍ତି। ବିଶ୍ୱକପ୍ର ୯୬ ବର୍ଷର ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ତିନୋଟି ଭିନ୍ନ ଭିନ୍ନ ବିଶ୍ୱକପ୍ ଫାଇନାଲ୍ (୨୦୧୪, ୨୦୨୨ ଏବଂ ୨୦୨)…

