Apple Pay Launching in India: Launch Timeline and Its Potential Impact on UPI/ଭାରତକୁ ଆସୁଛି Apple Pay: ଜାଣନ୍ତୁ କେବେ ହେବ ଲଞ୍ଚ ଏବଂ UPI ଉପରେ ପଡ଼ିବ କି ଏହାର ପ୍ରଭାବ?
ଭାରତକୁ ଆସୁଛି Apple Pay: UPI ଉପରେ ପଡ଼ିବ କି ଏହାର ପ୍ରଭାବ? ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟତା ଯଦି ଆପଣ iPhone କିମ୍ବା Apple Watch ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୋଟିଏ ବହୁତ ବଡ଼ ଖୁସିଖବର ଅଛି! ବହୁ ପ୍ରତୀକ୍ଷା ପରେ ଶେଷରେ ଭାରତରେ ଲଞ୍ଚ ହେବାକୁ ଯାଉଛି ଆପଲ୍ର ନିଜସ୍ୱ ପେମେଣ୍ଟ ସର୍ଭିସ୍ ‘Apple Pay’। ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ମାସରୁ ହିଁ ଭାରତୀୟ ଆପଲ୍ ବ୍ୟବହାରକାରୀ ଏହି ସୁବିଧାର ଫାଇଦା…

