Annu Kapoor reacting strongly to Naseeruddin Shah's Dimagi Naxal remark.

“Good Dialogue Delivery Doesn’t Mean Thinking of Country”: Annu Kapoor Questions Naseeruddin Shah/ନସୀରୁଦ୍ଦିନ ଶାହଙ୍କ ‘ଦିମାଗୀ ନକ୍ସଲ’ ବୟାନକୁ ନେଇ କଡ଼ା ଜବାବ ଦେଲେ ଅନ୍ନୁ କପୁର

ନସୀରୁଦ୍ଦିନ ଶାହଙ୍କ ‘ଦିମାଗୀ ନକ୍ସଲ’ ବୟାନକୁ ନେଇ ବର୍ଷିଲେ ଅନ୍ନୁ କପୁର: ଦେଶପ୍ରେମକୁ ନେଇ ଉଠାଇଲେ ପ୍ରଶ୍ନ ବଲିଉଡର ବରିଷ୍ଠ ଅଭିନେତା ନସୀରୁଦ୍ଦିନ ଶାହଙ୍କ ନିକଟରେ ଦେଇଥିବା ‘ଦିମାଗୀ ନକ୍ସଲ’ ବୟାନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ତୀବ୍ର ହୋଇଛି। ଏହି ମାମଲାରେ ଏବେ ମୁହଁ ଖୋଲିଛନ୍ତି ଆଉ ଜଣେ ଜଣାଶୁଣା ଅଭିନେତା ଅନ୍ନୁ କପୁର। ନସୀରୁଦ୍ଦିନଙ୍କ ଦେଶପ୍ରେମ ଓ ଦେଶହିତ ଚିନ୍ତା ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଅନ୍ନୁ। ଅନ୍ନୁ କପୁର କହିଛନ୍ତି ଯେ, “ଜଣେ…