Indian-Origin NASA Astronaut Dr. Anil Menon Set for Historic First Space Mission to ISS/ମହାକାଶ ଅଭିମୁଖେ ଭାରତୀୟ ପୁଅ: ନାସା ମହାକାଶଚାରୀ ଅନିଲ ମେନନ୍ଙ୍କ ପ୍ରଥମ ସ୍ପେସ୍ ମିଶନ..
ମହାକାଶକୁ ଉଡ଼ାଣ ଭରିବେ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ୍: ମଙ୍ଗଳବାର ଆଇଏସଏସ ଅଭିମୁଖେ ଯାତ୍ରା ନୂଆଦିଲ୍ଲୀ:ଭାରତୀୟ ବଂଶୋଦ୍ଭବ ତଥା ନାସା (NASA) ମହାକାଶଚାରୀ ଡାକ୍ତର ଅନିଲ ମେନନ୍ଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ମଙ୍ଗଳବାର ଦିନ ସେ ନିଜ ଜୀବନର ପ୍ରଥମ ମହାକାଶ ଯାତ୍ରା ଆରମ୍ଭ କରିବେ। ରୁଷିଆର ମହାକାଶ ସଂସ୍ଥା ରୋସକସମୋସ (Roscosmos) ର ‘ସୋୟୁଜ୍ MS-29’ (Soyuz MS-29) ମହାକାଶ ଯାନ ଜରିଆରେ ସେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ…

